Sunday, October 11, 2026

ସକଳ କଳାରେ

ସକଳ କଳାରେ ନିପୁଣ ବୋଲି ଶ୍ରୀପୁରୁଷୋତ୍ତମ ସଦ୍ୟ ପ୍ରସ୍ପୁଟିତ ଶ୍ୱେତ କମଳ ଡୋଳା ମୁହଁ କଳା ଦାରୁବ୍ରହ୍ମ ଜଗନ୍ନାଥଙ୍କର ଚକାଡୋଳା ସୂର୍ଯ୍ୟ ଚନ୍ଦ୍ର ଦୀପ ତଳ ଅନ୍ଧାର ତେହ୍ନେ ଘନ କଳା ନନ୍ଦବଳା

No comments:

Post a Comment