Thursday, October 1, 2026

ସୂର୍ଯ୍ୟ ଶଶୀ ଚକ୍ଷୁ ଅପଲକ

ସୂର୍ଯ୍ୟ ଶଶୀ ଚକ୍ଷୁ ଅପଲକ ଚକାଡୋଳା ସମ ଦୃଷ୍ଟି ଅଯାଚିତ ଆତ୍ମାଭାବ ସକଳ ଜୀବ ଉପରେ ପଡେ ସକଳ ମାତା ପିତା ସ୍ନେହଁ ଭଣ୍ଡାର କମଳା ହୃଦୟ ଗରୁଡ଼ ପଛରୁ ଭାବ ଯୋଡ଼ିଲେ ଭକ୍ତି ବାରି ଝଡ଼େ

No comments:

Post a Comment