Thursday, October 1, 2026

ଆହାଃ ସେହି କେଡେ ଭାଗ୍ୟବାନ ମନୁଷ୍ୟଟିଏ

ଆହାଃ ସେହି କେଡେ ଭାଗ୍ୟବାନ ମନୁଷ୍ୟଟିଏ ଶ୍ରୀଗୋବିନ୍ଦ ଛନ୍ଦା ଚରଣରେ ସଦା ଯାହା ଚିତ୍ତ ସତେ କିବା ଏହି ପାପି ଶିର ଛୁଇଁବ ଛନ୍ଦାପାଦ ଅଶେଷ ଯୋନି ଜନ୍ମ ପୁଣ୍ୟ ଫଳ ହେବ ପ୍ରାପ୍ତ

No comments:

Post a Comment