Monday, October 12, 2026

କିବା ଗାଇବି ମହାଲକ୍ଷ୍ମୀ

କିବା ଗାଇବି ମହାଲକ୍ଷ୍ମୀ ସେବିତ ପାଦର ମହିମା ନଖ କୋଣରୁ ସୃଷ୍ଟି ମହାଦେବ ଶିର ଜଟା ଗଙ୍ଗା ଧୂଳି ରେଣୁ ପଡି ଅଭିଶପ୍ତ ଅହଲ୍ୟା ମୁକ୍ତି ହେଲା ସୁବର୍ଣ୍ଣ ହେଲା ଗୁହକ ଶବର ଦଦରା କାଠ ଡଙ୍ଗା

No comments:

Post a Comment