Monday, October 12, 2026

ଦିନ କେତୁଟାତ ସିନା ମୋର

ଦିନ କେତୁଟାତ ସିନା ମୋର ଏହି ସଂସାର ରହଣି ହେ ଜଗନ୍ନାଥ ପରମ ଦୟାଳୁ ଆଞ୍ଜୁଳି ଭରିଲେ ଦେହ ମୋର ବୋହି ନ ପାରିବ ସେଇଥି ପାଇଁକି ମାଗୁଛି ମାଆ ମହାଲକ୍ଷ୍ମୀ ସେବିତ ପାଦ ରେଣୁ ଦେହ ବୋଳି ପାପ ଛଡ଼ାଇଲେ ଆତ୍ମା ଛନ୍ଦା ପାଦରେ ଲୋଟିବ

No comments:

Post a Comment