Wednesday, October 14, 2026

ଜୟ ଜୟ ଅଖିଳ ଜନନୀ

ଜୟ ଜୟ ଅଖିଳ ଜନନୀ ଗୋବିନ୍ଦ ସହୋଦରୀ ଦୁର୍ଗତି ନାଶିନୀ ମାଆ ଦୁର୍ଗା ତ୍ରିଭୁବନ ମଙ୍ଗଳ ନିମନ୍ତେ ତୋ ତ୍ରିନେତ୍ରରୁ ଝରି ପଡେ ଅବାରିତ କୃଷ୍ଣ ଭକତି କରୁଣାମୟୀ ସତୀ ଅନୁସୟା ବାତ୍ସଲ୍ୟ ବୋଳା ପଣତ ତଳେ ଓଁକାର ସୁଶାନ୍ତ ବହୁ ଯୋନି ଭ୍ରମି ଡହଳ ବିକଳ ଆତ୍ମା କୃଷ୍ଣ ଚରଣେ ସ୍ଥିର ହେଉ ରାମ ମତି

No comments:

Post a Comment