Wednesday, October 14, 2026

ମାଆ ଶୁଭଦ୍ରା ତୋ କାଳିଆ ଭାଇ

ମାଆ ଶୁଭଦ୍ରା ତୋ କାଳିଆ ଭାଇ ଚକାଡ଼ୋଳାରେ ଆତ୍ମା ଲାଖିଲା ବହୁତ ଅନୁରୋଧ କରିକି କହିବୁ ମାଆ ସାଇତିବେ ଛନ୍ଦା ପାଦରେ ତ୍ରିଭଙ୍ଗ ଠାଣି ବାଙ୍କ ଚାହାଁଣୀ ପୀତବାସ ବନମାଳୀ ଆତ୍ମା ଲାଖିଲା ବହୁତ ଅନୁରୋଧ କରି କହିବୁ ଡାକିବେ ଥରୁଟିଏ ବଂଶୀ ନାଦରେ

No comments:

Post a Comment