Sunday, October 18, 2026

ସାତ କବାଟ ରୁନ୍ଧି ନାଗ ପୃଷ୍ଠରେ ଯୋଗ ନିଦ୍ରା

ସାତ କବାଟ ରୁନ୍ଧି ନାଗ ପୃଷ୍ଠରେ ଯୋଗ ନିଦ୍ରା ଚକାଡୋଳା ଅପଲକ ଘେନିବ ଅଭାବୀ ଭାବ ଇନ୍ଦ୍ରିୟ ବିକାର ଭେଳା ଅଥଳ ସଂସାର ସମୁଦ୍ର କମଳା ସେବିତ ପାଦରେ ଦାସ ରଖ ପଦ୍ମନାଭ

No comments:

Post a Comment