Sunday, October 18, 2026

ଖରାରେ ଝାଉଁଳି ପଡିଥିବା ତୁଳସୀ ମୁହିଁ

ଖରାରେ ଝାଉଁଳି ପଡିଥିବା ତୁଳସୀ ମୁହିଁ ହେ ଚକାଡୋଳା ତୁମ୍ଭେ ବଗିଚାର ମାଳୀ କଣ୍ଠ ଶୁଷ୍କ ଆତ୍ମା କାନ୍ଦେ ଢାଳ କୃପା ଜଳ କୃପାସାଗରଙ୍କୁ ଛାଡ଼ି କାହାକୁ କରିବି ଅଳି

No comments:

Post a Comment