Monday, October 5, 2026

ତୁହି ଇଶାରା କଲେ ମାଆ

ତୁହି ଇଶାରା କଲେ ମାଆ ଗୋ ନିଗମ ଚାରି ତୁଣ୍ଡେ ଗାଏ ସାଧାରଣ ନିମ୍ବ ବୃକ୍ଷ ହୋଇଯାଏ ବ୍ରହ୍ମଦାରୁ ଚତୃର୍ଦ୍ଧା ମୂରତି ତୋହରି ଅଭୟ କୋଳକୁ ଆଉଜି ନେ ଲୋ ମୋର ମାଆ ଅଷ୍ଟ ଲକ୍ଷ୍ମୀ ଦଶ ମହାବିଦ୍ୟା ରାମ କି ଗାଇବି ଯଶ କିରତ୍ତି

No comments:

Post a Comment