Monday, October 5, 2026

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର ମୂଢ଼ ମନ ଦେହରୁ ଝଡି ପଡୁ ପାପ ମେଘ ଶ୍ୟାମ ପୀତବାସ ତ୍ରିଭଙ୍ଗ ଠାଣି ଅଭୟ ଚରଣ ହେଉ ତପ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର ମୂଢ଼ ମନ ହୃଦୟ ମନ୍ଦିର ବୃନ୍ଦାବନ ଶିଖି ପୁଚ୍ଛ ଅଧରରେ ମୋହନ ମୁରଲୀ ରାଧେ ରାଧେ କରୁ ଜପ

No comments:

Post a Comment