Monday, October 19, 2026

ପୁରୁଷୋତ୍ତମଙ୍କୁ ମଙ୍ଗଳ

ପୁରୁଷୋତ୍ତମଙ୍କୁ ମଙ୍ଗଳ ଆଳତି ବେଳେ ଦର୍ଶନ ବେଳେ ଆତ୍ମା ପୂର୍ଣ୍ଣ ସୁସ୍ଥିର ହୁଏ ସୂର୍ଯ୍ୟ ସୁଧାକର ଚକାଡୋଳାରେ ଜ୍ଞାନ ଇନ୍ଦ୍ରିୟ ହୁଅନ୍ତି ଟେରା କର୍ମ ଇନ୍ଦ୍ରିୟ ଚାହାଁନ୍ତି ତୁମ୍ଭଙ୍କୁ କମଳା ହୃଦୟ କୃପା କଲେ ଲୋଟିବେ ଚରଣ ତଳରେ

No comments:

Post a Comment