Monday, October 19, 2026

ମୋର ଦୁଇଟି ଅଜ୍ଞାନ

ମୋର ଦୁଇଟି ଅଜ୍ଞାନ ଚକ୍ଷୁକୁ ସକଳ ଦିଶେ ଘନ ଅନ୍ଧାର କେବଳ କଳା ଶ୍ରୀମୁଖ ଦିଶନ୍ତି କୁମାର ପୂର୍ଣିମା ଚନ୍ଦ୍ର ପରି ଷଢ଼ ବିକାରଙ୍କୁ ଆଡେଇ ମନ ଖୋଜେ ଅଧାଗଢା ପାଦକୁ ନୀଳ ଗଗନରେ ଉଡି ଆତ୍ମା ଶାରୀ ଗାଉଥାଏ ରାମ ହରି

No comments:

Post a Comment