Sunday, October 4, 2026

ଜନନୀ ଗର୍ଭରୁ ଭୂଇଁରେ ପଡ଼ିବା ଦିନଠାରୁ

ଜନନୀ ଗର୍ଭରୁ ଭୂଇଁରେ ପଡ଼ିବା ଦିନଠାରୁ ମୋ ନିଜକୁ ଖୋଜିବା ଆରମ୍ଭ କରିଦେଲି ବୟସ ସରି ଆସିଲାଣି ନିଜକୁ ଭେଟି ନାହିଁ ଚକାଆଖିଙ୍କୁ ଚାହିଁଲେ ଲାଗେ ଆତ୍ମା ବୋଲି

No comments:

Post a Comment