Tuesday, October 20, 2026

ମହାପବିତ୍ର ବିଜୟ ଦଶମୀ

ମହାପବିତ୍ର ବିଜୟ ଦଶମୀ ଆଜି ତୁ ଦଶ ଇନ୍ଦ୍ରିୟ ହଜା ତେଜ ଷଢ଼ ବିକାର ତେଜ ଚଞ୍ଚଳ ମନକୁ କର କବଜା ଲଭିବୁ କମଳା ସେବିତ ଅଭୟ କମଳ ଚରଣ ରେଣୁ ବ୍ରହ୍ମଦାରୁ ଚକାଡୋଳା ଉଦ୍ଧରିଥିଲେ ଅସୁନ୍ଦରୀ କୁବୁଜା

No comments:

Post a Comment