Monday, October 5, 2026

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର ମୂଢ଼ ମନ

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର ମୂଢ଼ ମନ ଗୋପାଳ ବାଳ କୃଷ୍ଣ ମେଘ ଶ୍ୟାମ ପୀତବାସ ତ୍ରିଭଙ୍ଗ ଠାଣି ଅଭୟ ସରୋଜ ଚରଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ସଦା ସ୍ମର ମୂଢ଼ ମନ ଭକ୍ତ ହୃଦୟ ଚନ୍ଦନ ଶିଖି ପୁଚ୍ଛ ଅଧରରେ ମୋହନ ବେଣୁ ରାଧେ ରାଧେ ଉଚ୍ଚାରଣ

No comments:

Post a Comment