Monday, October 5, 2026

ତୁହି କ୍ଷୀର ସାଗର ଦୁହିତା

ତୁହି କ୍ଷୀର ସାଗର ଦୁହିତା ବିଷ୍ଣୁ ପତ୍ନୀ ଲକ୍ଷ୍ମୀ ତୁହି ଜନକ ରାଜା ଦୁହିତା ଶ୍ରୀରାମ ଜାନକୀ ରାମ ଗୋବିନ୍ଦ ଦୁଇ ଭାଇଙ୍କର ଶକ୍ତି ସୁଭଦ୍ରା ମାଆ ଗୋ ଥରେ ବସ ସଜ ହୃଦୟ ପାଲିଙ୍କି

No comments:

Post a Comment