Monday, October 19, 2026

ଜଳରେ ତୁମ୍ଭେ ଅତି ଚଞ୍ଚଳ

ଜଳରେ ତୁମ୍ଭେ ଅତି ଚଞ୍ଚଳ ମୀନ ତୁମ୍ଭେ ହେ ପୂର୍ଣ୍ଣବ୍ରହ୍ମ ବାସୁଦେବ ହେ ଅଲେଖ ବ୍ରହ୍ମଦାରୁ ତୁମ୍ଭେ ନୀଳ ମୁକ୍ତ ଗଗନରେ ଉଡ଼ନ୍ତା ପକ୍ଷୀ ଭୂମିରେ ତୁମ୍ଭେ ଉଦ୍ଭିଦ ଜନ୍ତୁ କୀଟ ତୁମ୍ଭେ କମଳା ହୃଦୟ ଜଗନ୍ନାଥ ହେ କୃଷ୍ଣ ତୁମ୍ଭେ ଅଭୟ ଛନ୍ଦା ଚରଣ ତୁମ୍ଭେ ରାମ ଆତ୍ମା ଚକାଆଖି

No comments:

Post a Comment