Monday, October 12, 2026

ପ୍ରକୃତି କୋଳରେ ସଦା ସ୍ମିତ

ପ୍ରକୃତି କୋଳରେ ସଦା ସ୍ମିତ ମୁଖ ଉଷା କାଳ ବାଳ ରବି ସନାତନ ସାରଥି ବାମନାକୃତି ବିଷ୍ଣୁ ଶାନ୍ତ ବିଶ୍ୱ ମୋହନ କୃଷ୍ଣ ସୁନ୍ଦର ସୀତା ପତି ରାମ ଧିରଜ ପ୍ରତିଟି ପ୍ରଭାତରେ ଜୀବ ଜୀବନ କର ମହୋତ୍ସବ ମୁଖରିତ ପରମ ପାବନ ବିଷ୍ଣୁ ଦୂତ ଗରୁଡ କୃଷ୍ଣ ଅଧର ବଂଶୀ ରାମ ଦୂତ ମାରୁତି ସର୍ବ ଜୀବନ ଅରଜ

No comments:

Post a Comment