Sunday, October 18, 2026

ମମତାମୟୀ ଗୋ ବାତ୍ସଲ୍ୟମୟୀ ତାରିଣୀ ଦୁର୍ଗା

ମମତାମୟୀ ଗୋ ବାତ୍ସଲ୍ୟମୟୀ ତାରିଣୀ ଦୁର୍ଗା ଅଖିଳ ଜୀବ ଜନନୀ ଜଗନ୍ନାଥ ଭଗିନୀ ସୁଭଦ୍ରା ତୋ ଭାଇ ଗୋବିନ୍ଦ ପାଦ ଛୁଆଁଇ ଦିଅ ଥରୁଟେ ନିଗମ ବୈକୁଣ୍ଠ ନାଗ ପୃଷ୍ଠରେ ଚିର ଯୋଗ ନିଦ୍ରା

No comments:

Post a Comment