Sunday, October 18, 2026

ଯଶୋଦା ବାନ୍ଧିଲା ଖୁଆ ଦଣ୍ଡ ଦଉଡ଼ିରେ

ଯଶୋଦା ବାନ୍ଧିଲା ଖୁଆ ଦଣ୍ଡ ଦଉଡ଼ିରେ ରୁକ୍ମଣୀ ବାନ୍ଧିଲେ ଅଗ୍ନିକୁ ବୁଲି ସାତଫେରା ଭକତ ବାନ୍ଧିଲେ ଭିଡି ନବଧା ଭକତିରେ ରାମ ଶୁଦ୍ର ପାଦ ଧୁଅନ୍ତା ହୃଦେ ପାପ ଗରା

No comments:

Post a Comment