Friday, September 4, 2026

ନିଷ୍କାମ ପ୍ରେମକୁ ମଣିଲି ଜୀବନେ ଶ୍ରେଷ୍ଠ ଧର୍ମ

ନିଷ୍କାମ ପ୍ରେମକୁ ମଣିଲି ଜୀବନେ ଶ୍ରେଷ୍ଠ ଧର୍ମ ସଦା ଅନୁସରଣ କଲି ନନ୍ଦିଘୋଷ ରଥ ଚକକୁ ସକଳେ ସୁଖେ ରୁହନ୍ତୁ ସର୍ବେ ଆରୋଗ୍ୟ ହୁଅନ୍ତୁ ଅଭୟ ପାଦ ପଦ୍ମରେ ରଖନ୍ତୁ ଅରକ୍ଷିତ ରାମକୁ

No comments:

Post a Comment