Saturday, September 12, 2026

ଏହି ମହା ପାତକୀ ପାଦରେ

ମୁହିଁ ମହା ପାତକୀ ପାଦରେ ଷଡ ବିକାର ଅହଂ ଶିକୁଳି ହେ ଦେବକୀ ନନ୍ଦନ କେବଳ ତୁମ୍ଭେଟି ପାରିବ ଛିଣ୍ଡାଇ ଜଗନ୍ନାଥ ବିଶାଳ ବାହୁର ସ୍ପର୍ଶ ପାଇଲେ ମୁକତି ଲଭିବି ନୃତ୍ୟ କରୁଥିବି ବ୍ରହ୍ମଦାରୁ ଅଧାଗଢାଙ୍କୁ ମୁଣ୍ଡରେ ମୁଡ଼େଇ

No comments:

Post a Comment