Saturday, September 12, 2026

ନିର୍ଗୁଣ ନିରାକାର ଶ୍ରୀନିବାସ ପାଦ ପଡିଲେ ଧରା ପୃଷ୍ଠରେ

ନିର୍ଗୁଣ ନିରାକାର ଶ୍ରୀନିବାସ ପାଦ ପଡିଲେ ଧରା ପୃଷ୍ଠରେ ଖଣ୍ଡେ ସକଳ ସନ୍ତାପ ବହେ କୋଟି ବସନ୍ତ ମଳୟ ପବନ ଓଁକାର ବ୍ରହ୍ମ ଅପାଦ ଅପାଣି ଚକାଡୋଳା ଦୃଷ୍ଟି ପଡିଲେ ଦଣ୍ଡେ ବିକାର ଆଲିଙ୍ଗନ କରେ ବୈଷ୍ଣବ ପତିତପାବନ

No comments:

Post a Comment