Thursday, September 10, 2026

କୃଷ୍ଣ ତୁମ୍ଭ ଲୀଳା କୀର୍ତ୍ତନ

କୃଷ୍ଣ ତୁମ୍ଭ ଲୀଳା କୀର୍ତ୍ତନ ସମୁଦ୍ରରେ ମନ ବୁଡ଼ିଥାଉ ମୋର ପଞ୍ଚ ଭୁତ ଶରୀରରେ ବହୁଥାଏ ପ୍ରାଣ ପବନ ଜାଗ୍ରତ ଶୟନ ସୁଷୁପ୍ତିରେ ହୃଦୟ କମଳରେ ମାଧବ ମୋ ଚକ୍ଷୁ ଦେଖୁଥାଉ ବନମାଳୀ ରୂପ ପରମ ପାବନ

No comments:

Post a Comment