Saturday, September 12, 2026

ଦୁର୍ଲଭ ନର ଦେହ ବହି ମୁଁ ଶବ

ଦୁର୍ଲଭ ନର ଦେହ ବହି ମୁଁ ଶବ ବ୍ରହ୍ମଦାରୁ ଅଧାଗଢା ତୁମ୍ଭେ ଶିବ ଆତ୍ମା ବିଳାସୀ ଛନ୍ଦା ଚରଣରେ କମଳା ହୃଦୟ ଦେବେକି ଭାବ

No comments:

Post a Comment