Friday, September 11, 2026

ନିରାକାର ନିର୍ଗୁଣକୁ କିଏ କଳିଲା

ନିରାକାର ନିର୍ଗୁଣକୁ କିଏ କଳିଲା ଚିତ୍ର ଶିଳା କାଠରେ ଗଢିଲା ମୂର୍ତ୍ତୀ ଅଧାଗଢା ହୋଇ ଆତ୍ମା ମୋହିଲା ମହାପ୍ରସାଦରେ ଉଦର ମନ ଭର୍ତ୍ତି

No comments:

Post a Comment