Tuesday, September 1, 2026

ଶତ ଶତ କୋଟି ମୁଖରୁ ଶୁଣି

ଶତ ଶତ କୋଟି ମୁଖରୁ ଶୁଣି ନୀଳାଦ୍ରୀନାଥଙ୍କ ପାବନ ଯଶ ହେ ଚକାଡୋଳା ଆତ୍ମା ତୁଟାଇ ଆସିଛି ସମ୍ପୂର୍ଣ୍ଣ ଦେହରୁ ଆଶ ଗରୁଡ ପଛରୁ ବେନି ବାହୁ ଉର୍ଦ୍ଧ୍ୱକୁ ତୋଳି ଅପଲକଙ୍କୁ ଚାହିଁଛି ଦର୍ଶନ କରିବାକୁ ବ୍ରହ୍ମଦାରୁଙ୍କ ପହଣ୍ଡି ବିଜୟ ମୋହନ ବେଶ

No comments:

Post a Comment