Saturday, September 5, 2026

ଯଶୋଦା ଜୀବନ ଗୋପାଳକ

ଯଶୋଦା ଜୀବନ ଗୋପାଳକ ଅଖିଳ ଜଗତ ଗୁରୁ ତ୍ୱମ କୃଷ୍ଣ ତ୍ୱମ କୃଷ୍ଣ ସମଦର୍ଶୀ ଚକ୍ଷୁ ଅପଲକ ଚକାଡୋଳା ଶ୍ରୀଜଗନ୍ନାଥ କମଳା ହୃଦ କମଳ ବାସୁଦେବ ଜଗତ ମଙ୍ଗଳ ବ୍ରହ୍ମଦାରୁ କୃଷ୍ଣ ଅନାଥ ଜୀଵ ଜୀବନ ଅଭୟ ପଞ୍ଜର ମହାପ୍ରସାଦ ପାଞ୍ଚ ଭୁତ

No comments:

Post a Comment