Monday, September 7, 2026

କେଉଁଠାରୁ ଆସିଛ ଆଉ କେଉଁଠାକୁ ଯାଉଛି

କେଉଁଠାରୁ ଆସିଛ ଆଉ କେଉଁଠାକୁ ଯାଉଛି ହେ ଚକାଡୋଳା କାହା ପାଖରେ ଉତ୍ତର ନାହିଁ ଫେରିବା କଥା ଧୃବ ଉତ୍ତର ଖୋଜି କି ଲାଭ ଯାତ୍ରାପଥରେ ମୋ ହାତ ଧରିଥା ଲକ୍ଷ୍ମୀ ସାଇଁ

No comments:

Post a Comment