Thursday, September 10, 2026

ଆପଣତ ସକଳ କିଛି ଦେଖୁଛନ୍ତି ହେ ଚକାଡୋଳା

ଆପଣତ ସକଳ କିଛି ଦେଖୁଛନ୍ତି ହେ ଚକାଡୋଳା ଅନ୍ତର୍ଯ୍ୟାମୀଙ୍କୁ ଏହି ମୂଢ଼ ମୁହଁ ଖୋଲି କିବା କହିବ କରୁଣା ସମୁଦ୍ର ଲକ୍ଷ୍ମୀ ହୃଦୟ କୃପା ଦୃଷ୍ଟି ଦେଲେ ଅଧାଗଢାଙ୍କର ଛନ୍ଦା ଚରଣକୁ ମୂଢ଼ ମଥା ଛୁଇଁବ

No comments:

Post a Comment