Saturday, September 12, 2026

ତୁହି ଆତ୍ମା ଶୁଆ ହେଲେ ମୁହିଁ ଜୀବ ଶାରୀ

ତୁହି ଆତ୍ମା ଶୁଆ ହେଲେ ମୁହିଁ ଜୀବ ଶାରୀ ତୁହି ମୋ କଳା କୃଷ୍ଣ ମୁଁ ତୋ ରାଧା ଗୋରୀ ଗୋବିନ୍ଦ ଛନ୍ଦା ଚରଣ ବିନା ଜୀବନ ନିସଙ୍ଗ ଚକାଡୋଳା ହେ ଭିଡ଼ ଥରେ ପ୍ରେମ ଡୋରି

No comments:

Post a Comment