Saturday, September 12, 2026

ମହା ମୂଢ଼ ରାମ ଆତ୍ମା ଶାରୀଟିଏ ହୋଇ

ମହା ମୂଢ଼ ରାମ ଆତ୍ମା ଶାରୀଟିଏ ହୋଇ ନିରନ୍ତର କୃଷ୍ଣ ଲୀଳା କୀର୍ତ୍ତନ ଗାଉଥାଏ କେବେ କେଉଁଠି ଛୁଇଁବ ଛନ୍ଦା ଚରଣକୁ ନିରନ୍ତର ବଂଶୀଅଧରଙ୍କୁ ଝୁରି ମରୁଥାଏ

No comments:

Post a Comment