Friday, October 2, 2026

କେବଳ ତୁମ୍ଭର ମୋହନ

କେବଳ ତୁମ୍ଭର ମୋହନ ବଂଶୀର ସୁଧା ମଧୁର ଧ୍ୱନି ମାୟା ସଂସାରେ ନୀଳକନ୍ଦରକୁ ପଥ ହେ ବନମାଳୀ ଗରୁଡ ପଛରୁ ଚକାଡୋଳାଙ୍କୁ ଥରୁଟେ ଦର୍ଶନ କରନ୍ତି କମଳା ସେବିତ ଅଭୟ ଚରଣରେ ଏତିକି ମାତ୍ର ଅଳି

No comments:

Post a Comment