Friday, October 2, 2026

ଘୋର ମାୟା ସଂସାର ସାତ ତାଳ

ଘୋର ମାୟା ସଂସାର ସାତ ତାଳ ପଙ୍କରେ ପାଦ ଗଳି ଯାଉଛି ଉଦ୍ଧରି ଧର ହେ ପତିତପାବନ ଅତି ଉଦାର କମଳିନୀ ହୃଦୟ ଇନ୍ଦ୍ରିୟ ମେଳରେ ବିକାର ଭେଳାରେ ମୋର ଜୀବନ ଦୁର୍ବୀସହ ବଡ ଦାଣ୍ଡରେ ଦର୍ଶନକୁ ଆତ୍ମା ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡି ଵିଜୟ

No comments:

Post a Comment