Sunday, October 11, 2026

ଏହି ଶରୀରକୁ କିଵା ଅଛି

ଏହି ଶରୀରକୁ କିଵା ଅଛି ଭରଷା ତୁମେ କୁହତ ଜୀବନର ତତଲା ଭୂଇଁକୁ ଅସଳେ ସିନା ବରଷା ବାଳ ଯୁବାକୁ ବ୍ୟାଧି ଜରା ଜଞ୍ଜାଳ ଜୁଆର ଭଟା କୃଷ୍ଣ ପଦାରବିନ୍ଦ ପିଠା ଭିତରେ ଉଷୁମ ଆରିଷା

No comments:

Post a Comment