Sunday, October 11, 2026

ଉଦର ଚାଖଣ୍ଡକ ପୁରିଗଲେ ଆତ୍ମାକୁ ସେବ

ଉଦର ଚାଖଣ୍ଡକ ପୁରିଗଲେ ଆତ୍ମାକୁ ସେବ ସୁଖ ଦୁଃଖ ଉଭୟରେ ରାମ ଗୋବିନ୍ଦ ଭଜ ଚକାଡୋଳା କୃପାରେ ମିଳନ୍ତି ଶ୍ରୀହରି ଦାସ ନିଷ୍କାମ ପ୍ରେମରେ ଚରଣ ସେବାରେ ମଜ

No comments:

Post a Comment