Sunday, October 11, 2026

ତୁମ୍ଭରି ବିଭୁତି

ତୁମ୍ଭରି ବିଭୁତି ଏହି ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ରାମ କୃଷ୍ଣ ଭଜନ କରୁଥିବା ପ୍ରତିଟି ତୁଣ୍ଡ ତୁମ୍ଭରି ସକଳ ଅବତାର ଅଖିଳ ମଙ୍ଗଳ ଯେତେ ବଡ଼ଦାଣ୍ଡରେ ହୋଇଛନ୍ତି ରୁଣ୍ଡ

No comments:

Post a Comment