Monday, October 12, 2026

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ହେ ଅଶରଣ ଅନାଥ ଶରଣ ପ୍ରଭୁ ହେ ବଡ ସିଂହାର ବେଶ କିବା ସୁନ୍ଦର ଗଢଣ ହେ ରୁକ୍ମଣୀ ଜୀବନ କେଡେ ଅପରାଧ କଲା ରାମ ଛନ୍ଦା କମଳ ଚରଣ ହେଲା ହୋଇଲା ସାତ ସପନ

No comments:

Post a Comment