Saturday, October 3, 2026

ପାଗଳା ମନ ତୁହି ବୁଝାଉଥା କାମନାକୁ

ପାଗଳା ମନ ତୁହି ବୁଝାଉଥା କାମନାକୁ ଦେହକୁ ଡାକ ପକେଇଲାଣି କାଳ ଯମ ମୋ ଆତ୍ମା ନିରନ୍ତର ଝୁରେ ଜଗନ୍ନାଥଙ୍କୁ ସର୍ବଦା ଭଜନ ହରେ କୃଷ୍ଣ ହରେ ରାମ

No comments:

Post a Comment