Sunday, October 11, 2026

ଆକାର ବିକାର

ଆକାର ବିକାର ବହୁ ଦୂରରେ ଥୋଇ ନୀଳକନ୍ଦରେ ପଶିଲେ ବ୍ରହ୍ମଦାରୁ ପୂର୍ଣ୍ଣବ୍ରହ୍ମ ଅଖଣ୍ଡ ବ୍ରହ୍ମ ସର୍ବ ଭୁତ ଆତ୍ମା ଅବଢ଼ା ସ୍ୱାଦ ନିଷ୍କାମ ପ୍ରେମକୁ ନିରତ ହୃଦୟ କମଳ କେଶରରେ ସାଧିଲେ ଅଲେଖ ସଦଗୁରୁ ସତ୍ୟ ଧର୍ମ ଭକ୍ତ ଚନ୍ଦନ ରଖନ୍ତି ଛନ୍ଦା ପାଦ

No comments:

Post a Comment