Saturday, October 3, 2026

ଅଳିକ ସୁଖ ଲାଗି ଯାହାକୁ

ଅଳିକ ସୁଖ ଲାଗି ଯାହାକୁ ବରଣ ମାଳା ପିନ୍ଧାଇଲୁ ସଦା ଭଜେ ହରି ଚରଣ ତା ନିଜର ଅଶେଷ ଦୁଃଖ ବାଇଶି ପାହାଚ ଚଢି ଗରୁଡ ପଛରୁ ଦି ହାତ ଜୋଡ ସଦା ଆଲିଙ୍ଗନ ମୁଦ୍ରା ଉଦ୍ଧରିବାକୁ କଳା ଶ୍ରୀମୁଖ

No comments:

Post a Comment