Saturday, October 3, 2026

ବେଲ ପତ୍ର ଡେମ୍ଫରେ ବ୍ରହ୍ମା ହରି ହର

ବେଲ ପତ୍ର ଡେମ୍ଫରେ ବ୍ରହ୍ମା ହରି ହର ନାଭି କମଳ ନାଡିରେ ବ୍ରହ୍ମା ବିଷ୍ଣୁ ଶଙ୍କର ନିମ୍ବ ଦାରୁ ଗଣ୍ଡିରେ ଗଢା ଚତୃର୍ଦ୍ଧା ମୂରତି ମଙ୍ଗଳ ଆଳତି ଘଣ୍ଟା ନାଦ ବ୍ରହ୍ମ ଓଁକାର

No comments:

Post a Comment