Wednesday, September 9, 2026

ବ୍ରହ୍ମଦାରୁଙ୍କ ପାଇଁକି ନିତି ତୁଳସୀ ମାଳ ଗୁନ୍ଥା

ବ୍ରହ୍ମଦାରୁଙ୍କ ପାଇଁକି ନିତି ତୁଳସୀ ମାଳ ଗୁନ୍ଥା କାଳ ସରିଲା ଶୁଣି ଗୁଣି କୃଷ୍ଣ ଭାଗବତ କଥା ଚକାଡୋଳା ଦିନେ ନ ଠାରିଲେ ନିଜ ପାଖକୁ ଛନ୍ଦା ଅଭୟ ପାଦକୁ ଥରେ ଛୁଇଁଥାନ୍ତା ମଥା

No comments:

Post a Comment