Tuesday, September 8, 2026

ଅଧାଗଢାଙ୍କ ପାଇଁକି ନିତି ତୁଳସୀ ମାଳ ଗୁନ୍ଥା

ଅଧାଗଢାଙ୍କ ପାଇଁକି ନିତି ତୁଳସୀ ମାଳ ଗୁନ୍ଥା କାଳ ସରିଲା ଛୁଇଁ ପାରିଲି ନାହିଁ ଛନ୍ଦା ପାଦ ଚକାଡୋଳାଙ୍କ ପାଖରେ ନିତି କାନ୍ଦି ଜଣାଏ ଆଖିରୁ ଲୁହ ଶୁଖିଲା ନ ମେଣ୍ଟିଲା ମନ ସାଦ୍ଧ

No comments:

Post a Comment