Friday, September 11, 2026

ହେ ଗୋବିନ୍ଦ ଷୋୖମିତ୍ରୀ ଅଗ୍ରଜ

ହେ ଗୋବିନ୍ଦ ଷୋୖମିତ୍ରୀ ଅଗ୍ରଜ ସୁଭଦ୍ରା ସହୋଦର ଚୋର ଶ୍ରେଷ୍ଠ ହେ ବନମାଳୀ ବାସୁଦେବ କାଳି ଦଳା ମୁହିଁ ତୁମ୍ଭଙ୍କୁ ସଠିକ ଚିହ୍ନିଛି ଗୋପିନାଥ ଚୋର ଚିଠାକଲେ ପୋଥି ପୁରି ହେବ ରୁକ୍ମଣୀ ହରଣ ଚିତ୍ତ ଚୋରି ଅଧାଗଢା ଚରଣେ ରଖିବ ଚକାଆଖିଙ୍କୁ ଚାହିଁ ରହିଛି

No comments:

Post a Comment