Friday, September 11, 2026

ବେଣୁପାଣୀଙ୍କ ଅଧରରେ ଦର୍ଶନ କରି ମୋହନ ମୁରଲୀକୁ

ବେଣୁପାଣୀଙ୍କ ଅଧରରେ ଦର୍ଶନ କରି ମୋହନ ମୁରଲୀକୁ ଶ୍ରୀରାଧାଙ୍କୁ ମିଳିଗଲା ଚିର ବାଞ୍ଚିତ ଆପଣା ହୃଦୟ ଚୋର ମହାଲକ୍ଷ୍ମୀ ସେବିତ ଚରଣ ଧୂଳି ହୋଇଲା କପାଳ ସିନ୍ଦୂର ହୃଦୟ କମଳ କେଶରକୁ ଚୁମିଗଲେ କୋଟି କଳା ଭଅଁର

No comments:

Post a Comment