Sunday, September 13, 2026

ସତ୍ତ୍ୱ ବୁଦ୍ଧିରେ ଉପାର୍ଜିତ ଅନ୍ନ ବ୍ୟଞ୍ଜନ ଥାଳି

ସତ୍ତ୍ୱ ବୁଦ୍ଧିରେ ଉପାର୍ଜିତ ଅନ୍ନ ବ୍ୟଞ୍ଜନ ଥାଳି ମହାଲକ୍ଷ୍ମୀଙ୍କର ସ୍ଵହସ୍ତ ପ୍ରସ୍ତୁତ ମହାପ୍ରସାଦ ନିଷ୍କାମ ପ୍ରେମରେ ସମର୍ପିତ ସକଳ ସେବା କଳା ତୁଳସୀ ଲଭେ ଅଧାଗଢା ଛନ୍ଦାପାଦ

No comments:

Post a Comment