Sunday, September 13, 2026

ଶିଶୁଟି ହୃଦୟରେ ଯେତେ ନିଷ୍କପଟ ସରଳତା

ଶିଶୁଟି ହୃଦୟରେ ଯେତେ ନିଷ୍କପଟ ସରଳତା ମଧୁମକ୍ଷି ଫେଣାରେ ଯେତେ ମଧୁର ତରଳତା ତାହାଠୁଁ ଆହୁରି ମଧୁର ବ୍ରହ୍ମାନନ୍ଦ ଚକାଡୋଳା ଅଥଳ ଅକୂଳ ମହାବାହୁଙ୍କ ହୃଦୟ ବିଶାଳତା

No comments:

Post a Comment