Thursday, September 3, 2026

ସପ୍ତ ବକଳାରେ ବେଢା ଅସ୍ଥି ଚର୍ମ ଶରୀର

ସପ୍ତ ବକଳାରେ ବେଢା ଅସ୍ଥି ଚର୍ମ ଶରୀର ସଦା ସର୍ବଦା ଲାଗି ରହିଛି ନାନାଦି ରୋଗ ବାସୁଦେବ ବ୍ରହ୍ମଦାରୁ ତୁମ୍ଭେ ବଡ଼ ଚିକିତ୍ସକ ଅଧାଗଢାଙ୍କ ପାଦ ପଦ୍ମ ସ୍ପର୍ଶ ଅମୃତ ଭୋଗ

No comments:

Post a Comment